ମନ୍ଦିରା ବନ୍ଧ

ମନ୍ଦିରା ବନ୍ଧ ସୁନ୍ଦରଗଡ଼ ଜିଲ୍ଲାର ( ଓଡିଶା ଭାରତ ) କାଂଶବାହଲ ନିକଟରେ ଅବସ୍ଥିତ ।ଏହା ଶଙ୍ଖ ନଦୀ ଉପରେ ନିର୍ମିତ ହୋଇଛି  ମନ୍ଦିରା ଠାରେ ଏହା ୧୬ କିଲୋମିଟର ଉର୍ଦ୍ଧରେ ଅବସ୍ଥିତ । ଏହି ବନ୍ଧ ର ଜଲକୁ ରାଉରକେଲା ଇସ୍ପାତ କାରଖାନା ପାଇଁ ବ୍ୟବହ।ର କରାଯାଏ । ଏହା ୧୯୫୭ ମସିହାରେ ଆରମ୍ଭ ହୋଇଥିଲା । ଏହି ଡ୍ୟାମ ଟି ୨୪୦୦ ପରିବାରକୁ ବିସ୍ଥାପିତ କରିଥିଲା ଏବଂ ମାତ୍ର ୮୪୩ ପରିବାର ପୁରବସ୍ଥ।ପିତ ହୋଇଛି ।

ଫଟୋ ଗାଲେରୀ

  • ମନ୍ଦିରା ବନ୍ଧ, କାଂଶବାହଲ
  • ମନ୍ଦିରା ବନ୍ଧ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ରାଞ୍ଚି

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ: ରାଉରକେଲା

ସଡ଼କ ପଥରେ

ସଡକ ମାର୍ଗରେ ରାଉରକେଲା ଠାରୁ ୨୬ କି.ମି.