ବୈଷ୍ଣୋ ଦେବୀ ମନ୍ଦିର

ରାଉରକେଲା ସ୍ଥିତ ବୈଷ୍ଣୋଦେବୀ ମନ୍ଦିରଟି ଜାମ୍ମୁ ( ତ୍ରିକୂଟ ପର୍ବତ ) ସ୍ଥିତ ବୈଷ୍ଣୋଦେବୀ ମନ୍ଦିର ପ୍ରତିକୃତି ଅଟେ ଏବଂ ଏହା ଦୁର୍ଗାପୁର ପାହାଡ ଉପରେ ରାଉରକେଲା ଷ୍ଟିଲ୍ଲ ଇସ୍ପାତ କାରଖାନା ଆଡକୁ ମୁହଁ କରି ରହିଅଛି । ଭୈରବନାଥ ଙ୍କ ମନ୍ଦିର ବୈଷ୍ଣୋଦେବୀ ମନ୍ଦିର ନିକଟରେ ସେହି ପାହାଡ ଉପରେ ଅବସ୍ଥିତ। ପାହାଡ ଉପରେ ଅବସ୍ଥିତ ମନ୍ଦିରଟି ୨୦୦୭ ମସିହାରୁ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରଯାଇଥିଲା । ଦୁର୍ଗା ପୂଜା ସମୟରେ ବସନ୍ତ ଓ ଶରତ ଋତୁରେ ସେଠାରେ ନବରାତ୍ର ପର୍ବ ପାଳିତ ହୁଏ । ଶହ ଶହ ହିନ୍ଦୁ ଧର୍ମ ବିଲମ୍ବୀ ଭକ୍ତ ଗଣ ଏଠାକୁ ଆଗମନ କରିଥାନ୍ତି ।

ଫଟୋ ଗାଲେରୀ

  • ବୈଷ୍ଣୋ ଦେବୀ ମନ୍ଦିର
  • ବୈଷ୍ଣୋ ଦେବୀ ମନ୍ଦିର, ରାଉରକେଲା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ରାଞ୍ଚି

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ରାଉରକେଲା

ସଡ଼କ ପଥରେ

ସଡକ ମାର୍ଗରେ ରାଉରକେଲା ସ୍ଟେଶନ ଠାରୁ ୩ କି.ମି.