ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ଲକ୍ଷ୍ୟ

  • ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା
  • ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କୁ ଲୋକାଭିମୁଖୀ କରିବା ଓ ଟୀକାକରଣ କୁ ପ୍ରାଧାନ୍ୟ ଦେବା
  • ସଂକ୍ରାମକ ଓ ଅଣାସଂକ୍ରାମକ ରୋଗ ର ନିୟନ୍ତ୍ରଣ କରିବା
  • ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନକୁ ସାର୍ବଜନୀନ କରିବା
  • ଜନସଂଖ୍ୟା କୁ ସ୍ଥିରୀକୃତ ଓ ଲିଙ୍ଗଗତ ପରି ସଂଖ୍ୟାନ ସମତା ରକ୍ଷା କରିବା
  • ଆଂଚଳିକ ସ୍ୱାସ୍ଥ୍ୟ ପରମ୍ପରା କୁ ବଜାୟ ରଖିବା ସଂଗେ ସଂଗେ ‘ଆୟୁଷ’ କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା
  • ସୁସ୍ଥ ଜୀବନ ଶୈଳୀ କୁ ପ୍ରୋତ୍ସାହିତ କରିବା

ଆଶା ର ଲକ୍ଷ୍ୟ

  • ସ୍ୱସ୍ଥ୍ୟ ଏବଂ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବା ସାମାଜିକ କାରକ ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା
  • ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି ପାଇଁ ଗୋଷ୍ଠୀ କୁ ପ୍ରବର୍ତାଇବା
  • ପ୍ରଚଳିତ ସ୍ୱାସ୍ଥ୍ୟ ରେ ସ୍ୱଚ୍ଛତା ଅବଲମ୍ବନ କରିବା ଓ ସେବା କୁ ତ୍ୱରାନ୍ୱିତ କରିବା
  • ଉତ୍ତମ ସ୍ୱାସ୍ଥ୍ୟ ଅଭ୍ୟାସ କୁ ପ୍ରୋତ୍ସାହିତ କରିବା

ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ରେ ଡାକ୍ତରଖାନା ତାଲିକା :-