ବନ୍ଦ କରନ୍ତୁ

କିଭଳି ପହଁଞ୍ଚିବେ

ଆକାଶ ପଥ :

ଦେଶ ର ଅନ୍ୟ ପ୍ରମୁଖ ସହର ଭଳିଆ ରାଉରକେଲା କୁ ନିୟମିତ ଭାବେ କୌଣସି ଆକାଶ ପଥ ନାହି। ରାଞ୍ଚି ହେଉଛି ନିକଟତମ ଆକାଶ ପଥ।(୧୪୦ କି.ମି. ପାଖାପାଖି)

ରେଳ ପଥ :

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା ଜ.

ସଡକ ପଥ :

ଦେଶ ର ଅନ୍ୟ ପ୍ରମୁଖ ସହର ରୁ ଆପଣ ସହଜରେ ରାଉରକେଲା କୁ ନିୟମିତ ଭାବରେ ବସ ସେବା ପାଇପାରିବେ।