ସୂଚନା ଅଧିକାର
ସୂଚନା ଅଧିକାର ଅଧିନିୟମ ପ୍ରତେକ ନାଗରିକ ମାନକୁ କୌଣସି ସୂଚନା ଖୋଜିବା ପାଇଁ ,ଦସ୍ତାବେଜ ର ନୋଟିସ ,ପ୍ରମାଣିତ ପତ୍ର ନେବାର ଶକ୍ତି ଦେଇଥାଏ । ଆର.ଟି.ଆଇ. ସୂଚନା ର ଅଧିକାର ଅଟେ । ସମ୍ବିଧାନ ର ଅନୁଚ୍ଛେଦ ୧୯ (୧ ) ର ଅନୁସାରେ ମୌଳିକ ଅଧିକାର ର ସ୍ଥିତି ଦିଯାଯାଇଅଛି ।ଅନୁଚ୍ଛେଦ ୧୯ (୧ ) ଅନୁସାରେ ପ୍ରତେକ ନାଗରିକ ପାଖରେ ଭାଷଣ ଏବଂ ଅଭିଭାଷଣ ର ସ୍ଵତନ୍ତ ଅଛି ଏବଂ ନାଗରିକ ର ଏହା ଜାଣିବା ର ଅଧିକାର ଅଛି କି ସରକାର କେମିତି କାମ କରୁଅଛି । ଏହି ଅନୁଭାଗ ନାଗରିକଙ୍କର ପି.ଆଇ.ଓ. ଓ ଏ.ପି.ଆଇ.ଓ ଙ୍କ ବିଷୟରେ ସୁବିଧା ପ୍ରଦାନ କରିଥାଏ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ