ଯୋଜନା
Filter Scheme category wise
ମମତା
ମାତୃ ଏବଂ ଶିଶୁ ଅପପୁଷ୍ଟି ହ୍ରାସ କରିବା ପାଇଁ ଓଡିଶା ସରକାର ଏକ ବିଶେଷ ଯୋଜନା କେବଳ ଗର୍ଭାବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ଯାହାର ନାମ “ମମତା” । ଏହା ମାତୃତ୍ୱ ଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏକ ହିତକାରୀ ଯୋଜନା ଅଟେ । ଏହା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କ ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସହାୟତା ହେବ । ଉଦ୍ଧେଶ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନେ ଶ୍ରମ କ୍ଷତିପୁରାଣ ପାଇବା ସହିତ ଗର୍ଭଧାରଣ ଓ ସନ୍ତାନ ପ୍ରସବ…
ପ୍ରକାଶିତ ତାରିଖ: 19/05/2018
ବିବରଣଗୁଡିକ ଦେଖନ୍ତୁ