ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ
ଜିଲ୍ଲା ସମାଜ କଲ୍ୟାଣ ସମ୍ବନ୍ଧରେ
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓଡିଶା ସରକାର
ଉଦ୍ଦେଶ୍ୟ
- ଗର୍ଭବତୀ, ପ୍ରସୂତି ଏବଂ ୬ ବର୍ଷ ରୁ କମ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ର ବିକାଶ ।
- ଶିଶୁର ଶାରୀରିକ, ମାନଶୀକ ଏବଂ ସାମାଜିକ ବିକାଶର ମୂଳଦୁଆ ସ୍ଥାପନ। ମା ଓ ଶିଶୁ ମୃତ୍ୟୁ, ପୁଷ୍ଟିହୀନ ଏବଂ ବିଦ୍ୟାଳୟ ପରିତ୍ୟାଗ ର ହ୍ରାସ ଶିଶୁ ର ବିକାଶ ନିମନ୍ତେ ବିଭିନ୍ନ ବିଭାଗ ସହିତ ସମନ୍ଵୟ ରକ୍ଷ୍। କରି କାର୍ଯ୍ୟକ୍ରମ କୁ ତ୍ଵର।ନ୍ଵୀତ କରିବା ।
- ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ର ବିକାଶ ପାଇଁ ମା ମାନଙ୍କୁ ଶିକ୍ଷ୍ୟ। ର ବ୍ୟବସ୍ଥା ।
କାର୍ଯ୍ୟକଳାପ
- ସମନ୍ମିତ ଶିଶୁ ବିକାଶ ଯୋଜନା
- ପରିପୂରକ ପୁଷ୍ଟିକର ଯୋଜନା
- ପ୍ରାକ ବିଦ୍ୟାଳୟ କାର୍ଯକ୍ରମ
- ଟିକ।କରଣ
- ସ୍ୱାସ୍ଥ୍ୟ ପରିକ୍ଷ।
- ପ୍ରେରଣ ସେବା
- ପୁଷ୍ଟି ଓ ସ୍ୱାସ୍ଥ୍ୟ ଶିକ୍ଷା
- ମମତା
- କିଶୋରୀ ବାଳିକା ଯୋଜାନା
- ମହିଳା ମଙ୍ଗଳ
- ଘରୋଇ ହିଂସାରୁ ମହିଳା ମାନଙ୍କର ସୁରକ୍ଷ୍।
- ଝିଅ ବଞ୍ଚ।ୟ ଝିଅ ପଢାଅ
- ସ୍ଵଧ।ର ଗୃହ
- ଉଜାଲା ଗୃହ
- ଏକକ କେନ୍ଦ୍ର
- ମହିଳା ଶକ୍ତି କେନ୍ଦ୍ର