ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

୧ ଜାନୁଆରୀ ୧୯୪୮ ମସିହାରେ ଦୁଇଟି ଗଡଜାତ ରାଜ୍ୟ ଗାଙ୍ଗପୁର ଓ ବୋଣାଇଗଡ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଗଠିତ ହୋଇଥିଲା ,ଯେଉଁ ଦିନ ଏହି ଦୁଇଟି ରାଜ୍ୟ ଗାଙ୍ଗପୁର ଓ ବଣାଇଗଡ ବିଧିବଦ୍ଧ ଭାବେ ଓଡିଶା ସହ ମିଶିଥିଲେ । ନିଜର ନାମ ସୁନ୍ଦରଗଡ଼ କୁ ସ୍ଵାର୍ଥକ କରି ଏହି ଜିଲ୍ଲାର ୪୩ ଭାଗ ଅଞ୍ଚଳ ସୁନ୍ଦର ପ୍ରାକୃତିକ ପରିବେଶ ତଥା ସବୁଜ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ହୋଇଛି ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଜନଜାତି ଏହି ଉପତ୍ୟକାରେ ବସବାସ କରୁଛନ୍ତି ।

ଅଧିକ ଜାଣନ୍ତୁ

ଏକ ନଜରରେ ଜିଲ୍ଲା

Collector
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡା. ଗାଭାଲି ପରାଗ ହର୍ଷଦ, (ଭା.ପ୍ର.ସେ)